//BREAKING//
Loading...

About Us

ନ୍ୟୁଜ X ଓଡିଶା “, ଏକ ବ୍ୟାପକ ୱେବ ମିଡ଼ିଆ ଚ୍ୟାନେଲ, ଯାହା ସାଧାରଣ ଲୋକଙ୍କ ଦ୍ଵାରା ତଥ୍ୟ ପ୍ରଚାର କରିଥାଏ। ୧୫ ଜୁନ ୨୦୨୫ ରେ ମହେଶ୍ଵର ନାଏକ ଙ୍କ ଦ୍ଵାରା ନିର୍ମିତ, ଆମର ପ୍ଲାଟଫର୍ମ ସାମାଜିକ ନ୍ୟାୟ ଓ ସକାରାତ୍ମକ ପରିବର୍ଭନ ପ୍ରତି ନିର୍ବିଶ କରିଥାଏ।

ନ୍ୟୁଜ X ଓଡିଶା ହେଉଛେ ଗୋଟେ ସ୍ଵତନ୍ତ୍ର ଓ ସଚେତନ ଖବର ସନ୍ଧାନ ପ୍ଲାଟଫର୍ମ, ଯେଉଁଥରେ ଆପଣା ଦେଶ ଓ ସମାଜର ଗରିବ ଲୋକମାନଙ୍କର  ଆବାଜ ଉଠେ । ଆମର ବିଶ୍ବାସ ହେଉଛେ ଜନସମ୍ପର୍କିତ ସମସ୍ୟା, ସଫଳତାର କାହାଣୀ ଓ ଚାଲୁ ଘଟଣାକୁ ଦୁନିଆ ଆଗରେ ଆଣି କି ଆସେ ଗୋଟେ ପୋଜେଟିବ ପରିବର୍ତନ ଆସେ।

ଆମ ଲକ୍ଷ୍ୟ:

ନ୍ୟୁଜ X ଓଡିଶାର ମୁଖ୍ୟ ଲକ୍ଷ୍ୟ ହେଉଛେ ଆବାଜ ଭିନ୍ନ, ନିର୍ବିକାର ଓ ସଠିକ୍ ଖବର ପ୍ରଦାନ କରିବା । ସମାଜର ସମସ୍ତ ଶ୍ରେଣୀର ଲୋକମାଙ୍କର  ଚିନ୍ତା, ଆବଶ୍ୟକ‌ତା ଓ ଚେତନାକୁ ଗୁରୁତ୍ବ ଦେଇ ଆଗକୁ ଆଣିବାରେ ଆମର ଶ୍ରଦ୍ଧା।

ଆମ ଭିନ୍ନତା:

  • ଘଟଣାସ୍ଥଳରେ ଘଟିଥିବା ଖବରକୁ ସଠିକ୍ ଭାବେ ପ୍ରସ୍ତୁତ କରିବା।
  • ସ୍ବତନ୍ତ୍ର ରାଜନୈତିକ ଓ ସାମାଜିକ ମତ ଉପସ୍ଥାପନ କରିବା।
  • ଲୋକାଲ ଓ ଗ୍ଲୋବାଲ ଖବରକୁ ସରଳ ଓ ସ୍ପଷ୍ଟ ଭାଷାରେ ଦେଖାଇବା।
  • ସାଧାରଣ ଲୋକମାଙ୍କର ଆବାଜ କୁ ଉଠାଇବା।

ନ୍ୟୁଜ X ଓଡିଶା କେବଳ ଗୋଟେ ଖବର ସାଇଟ ନୁହେଁ, ଏହା ଆପଣାର ଆବାଜ ଓ ପରିବର୍ତ୍ତନର ଆଗୁଆଣେ । ଆପଣଙ୍କର ମତାମତ, ଅଭିଜ୍ଞତା ଓ ନୂଆ ଭାବନାକୁ ଆମେ ସମ୍ମାନ କରୁ । ଆମର ମୁଖ୍ୟ ଉଦ୍ଦେଶ୍ୟ ଲୋକଙ୍କୁ ପରିଚିତ, ଶିକ୍ଷିତ ଓ ଏକତ୍ର କରିବା, ଯେପରିକି ସେମାନେ ପରିବର୍ତ୍ତନ ଆଣିବାରେ ସାମିଲ ହୋଇପାରିବେ।

ଆସନ୍ତୁ, ଆମ ସହିତ ଯୋଡି କି  ଦେଖନ୍ତୁ କିପରି ନ୍ୟୁଜ X ଓଡିଶା ସାଧାରଣ ଲୋକଙ୍କର ଆବାଜ  ଓ ପରିବର୍ତ୍ତନର ସ୍ତର ଭାବେ ତାଳମେଳ କରୁଛେ।

Post a Comment