//BREAKING//
Loading...

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଡ଼ାକ୍ତରଖାନା ରେ ଭୁଲ୍ ସୁଜା ନେଇଗଲା ୬ ଜଣଙ୍କର ଜୀବନ ।

 


କୋରାପୁଟ;୦୪/୦୬ (ନ୍ୟୁଜ X ଓଡିଶା) ଭୁଲ୍ ସୁନା ନେଲା ୬ ରୋଗୀ ର ଜୀବନ । ଘଟଣା ଘଟିଛେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେନ୍‌ ଓ ଡାକ୍ତରଖାନା ରେ । ଗଲା କାଲି ରାତି ୫ ଜଣଙ୍କର ଜୀବନ ଯାଇଥିବାର ବେଲକେ ଆଜି ସକାଲୁ ଯାଇଛେ ଆଉ ନଣଙ୍କର ଜୀବନ । ସେଥ୍‌ର ଭିତରୁ ଆଇ ସିୟୁ ରେ ଥିବାର ୩ ରୋଗୀ ର ମୃତ୍ୟୁ ହେଇଥିବାର ବେଲକେ ୱାଡ଼ ରେ ଥିବାର ୨ ଟା ରୋଗୀ ଙ୍କର ମୃତ୍ୟୁ ହେଇଛେ । ନର୍ସ ଭୁଲ୍ ସୁନା ଦେବାର ନୁ ତାକର୍ ରୋଗୀ ଙ୍କର ଜୀବନ ଯାଇଥିବାର ଅଭିଯୋଗ ଆନଲେ ପରିବାର ଲୋକେ । ମୃତ୍ୟୁ ହେଇଥିବାର ସବୁ ରୋଗୀ କେ ଶବ ବ୍ୟବଚ୍ଛେଦ ଲାଗି ପଠେଇ ଦିଆ ଯାଇଛେ । ଡାକ୍ତରଖାନା ରେ ରୋଗୀ ଙ୍କର ପରିବାର ଲୋକ ର ହୋହାଲ୍ଲା ଦେଖ୍ ଟାଉନ୍ ଥାନା ପୋଲିସ ମୁତୟନ କରାଯାଇଛେ । କୋରାପୁଟ, କଳାହାଣ୍ଡି, ସେମିଲଗୁଡ଼ା ଏନ୍ତା ଅନେକ ଅଞ୍ଚଳ ରୁ ରୋଗୀ ଚିକିତ୍ସିତ ହଉଥିଲେ । ଆଇ ସୀୟୁ ରେ ଅପରେ ସନ ପରେ ରୋଗୀ ଠିକ ଥିଲେ କିନ୍ତୁ ସୁନା ଦେବାର ୧୫ ମିନିଟ୍ ଉତାରୁ ସବୁ ରୋଗୀ ଙ୍କର ମୃତ୍ୟୁ ହେଇଥିବାର ଅଭିଯୋଗ କଲେ ପରିବାର ଲୋକେ । ରାତି ଦାୟିତ୍ଵ ରେ ବାର କର୍ମଚାରୀ ଭୁଲ୍ ସୁପା ଦେଇଥିବାର ଅଭିଯୋଗ କରୁଛନ ପରିବାର ଲୋକ । ୱାଡ଼ ରେ ବାର ରୋଗୀ ଙ୍କର ମୃତ୍ୟୁ କେନ୍ତା ହେଲା ଜଣାନାଇପଡ଼ି କିନ୍ତୁ ଆଇ ସିୟୁ ରେ ବାର ରୋଗୀ ଙ୍କର ଆସିଛେ ଅଭିଯୋଗ । ଏତେ ବଡ଼ ଘଟଣା ଘଟିଲା ପରେ ବି ନାଇ ଖୁଲବାର ଡାକ୍ତରଖାନା କର୍ତ୍ତୃପକ୍ଷ ଙ୍କର ମୁହୁ । ବାରମ୍ବାର ଅଭିଯୋଗ ଆସୁଛେ ସହିଦ ଲକ୍ଷ୍ମଣ ନାୟକ ଡାକ୍ତରଖାନା ନାଁରେ କିନ୍ତୁ ନିଆନାଇ ଯିବାର କିଛି ପଦକ୍ଷେପ । ହନ୍ତସନ୍ତ ହଉଛନ ସାଧାରଣ ଲୋକେ ।

Post a Comment

Previous Post Next Post