//BREAKING//
Loading...

ମିଶନହସ୍ପିଟାଲ ନର୍ସିଂସୁପରିଟେଡେଣ୍ଟ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

 


ଖରିଆର :ନୂଆପଡା ଜିଲ୍ଲା ଖଡ଼ିଆଳ ମିଶନ ହସ୍ପିଟାଲ ର ନର୍ସିଂସୁପରିଟେଡେଣ୍ଟ ଖିଷ୍ଟ ସେନାପତି ହସ୍ପିଟାଲ ପରିସରରେ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସମ୍ମାନିତ ଅତିଥି ଭାବେ ଡ଼ାକ୍ତର ଅଜିତ ସିଂ, ଡାକ୍ତର ନୀତିଶ ସହ ଅନେକ ଡାକ୍ତର ନର୍ସ ଓ ଷ୍ଟାପ ପ୍ରମୁଖ ଉପସ୍ଥିତ ଥିଲେ । ହସ୍ପିଟାଲ ପ୍ରତି ତାଙ୍କର କର୍ତଵ୍ୟ ନିଷ୍ଠା ବିଷୟରେ ତାଙ୍କର ବକ୍ତ୍ୟବ୍ୟ ରଖିଥିଲେ ।

ବଙ୍ଗୋମୁଣ୍ଡା ରୁ ଅମରେନ୍ଦ୍ର ନନ୍ଦ ଙ୍କ ରିପୋର୍ଟ ନ୍ୟୁଜ X ଓଡ଼ିଶା

Post a Comment

Previous Post Next Post