//BREAKING//
Loading...

ଟିଟିଲାଗଡ କେନ୍ଦୁପତ୍ର ବନଖଣ୍ଡ ସଭାପତି ନିର୍ବାଚିତ ହେଲେ ,ପ୍ରଶାନ୍ତ କୁମାର ମେହେର


ଟିଟିଲାଗଡ ଡିଭିଜନ ଅନ୍ତର୍ଗତ  କୁମ୍ଭାରୀ  କଳ୍ୟାଣ ମଣ୍ଡପ ଠାରେ ଡିଭିଜନ ସ୍ତରୀୟ  ଏକ ବୈଠକ ଅନୁଷ୍ଠିତ ହୋଇଥିଲା ,ଉକ୍ତ କାର୍ଯ୍ୟକ୍ରମ ରେ ଟିଟିଲାଗଡ ଉପଦେଷ୍ଟା ଶୁରେଶ ମହାନନ୍ଦ, ଟିଟିଲାଗଡ ସମ୍ପାଦକ  ଛବିଳ ସିଂ ଚିଣ୍ଡା, ଦେଓଗାଁ ରେଞ୍ଜ ସଭାପତି ବାଞ୍ଛାନିଧି ପଧାନ  ଓ  ଟିଟିଲାଗଡ ଡିଭିଜନ ର ବହୁ ସିଜିନାଳ କର୍ମଚାରୀ ଉପସ୍ଥିତ ଥିବା ବେଲେ  ସମସ୍ତ ଙ୍କ ସମ୍ମତିକ୍ରମେ ପ୍ରଶାନ୍ତ କୁମାର ମେହେର ଙ୍କୁ ଟିଟିଲାଗଡ ଡିଭିଜନ ସଭାପତି  ଓ ଘନଶ୍ଯାମ ସାହୁ ଙ୍କୁ ସମ୍ପାଦକ ଦାୟିତ୍ବ ପ୍ରଦାନ କରାଗଲା  ଉକ୍ତ କାର୍ଯ୍ୟକ୍ରମ ରେ ବିଭିନ୍ନ  କାର୍ଯ୍ୟ ବିଷୟଗୁଡ଼ିକ  ଆଳୋଚନା କରାଯିବା ସହ ସମସ୍ତେ ଏକତା ର ପରିଚୟ ସୃଷ୍ଟିକରିବା ପାଇଁ ନିଷ୍ପତ୍ତି ନିଆଗଲା  ,ଆଦିକନ୍ଦ ଭୋଇ, ଟିକେଶ୍ବର ଭୋଇ, ଜଳନ୍ଧର ଦାଶ, ସମିର ପଟ୍ଟନାୟକ, ପଞ୍ଚାନନ ନାୟକ, ହରି ସାହୁ, ସନ୍ତୋଷ ଦାସ, ସମିର ମିଶ୍ର, ମକରଧ୍ବଜ ଧରୁଆ  ଶୁଶିଳ ଖର୍ସେଲ,  ରମେଶ ନାଗ  ଓ ଶୁରଥ ଧରୁଆ  ବହୁ  ଟିଟିଲାଗଡ ଡିଭିଜନ ର ସିଜିନାଳ କର୍ମଚାରୀ ଉପସ୍ଥିତ ଥିଲେ


ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ ନ୍ୟୁଜ X ଓଡ଼ିଆ

Post a Comment

Previous Post Next Post